ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଥୁରୀ ରୋଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଥୁରୀ ରୋଗ   ବିଶେଷ୍ୟ

ଅର୍ଥ : ବୃକକ, ମୁତ୍ରାଶୟଆଦିରେ ପଥରର ଛୋଟ ଛୋଟ ତିଆରି ହେବା ଓ ଜମିଯିବା

ଉଦାହରଣ : ଶ୍ୟାମ ଜଣେ ନାମୀ ଚିକିତ୍ସକଙ୍କ ଦ୍ୱାରା ପଥୁରୀ ରୋଗ ଚିକିତ୍ସା କରାଇଲେ

ସମକକ୍ଷ : ଷ୍ଟୋନ୍‌

एक रोग जिसमें गुर्दा, मूत्राशय आदि में पत्थर के छोटे-छोटे टुकड़े बन या जम जाते हैं।

श्याम ने एक नामी चिकित्सक से पथरी की चिकित्सा करवाई।
अश्मरी, आश्मरिक, पथरी, पाषाणरोग