ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପତ୍ର ବ୍ୟବହାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପତ୍ର ବ୍ୟବହାର   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟବସ୍ଥାରେ କାହା ପାଖକୁ ପତ୍ର ଲେଖାଯାଏ ଓ ପତ୍ରର ଉତ୍ତର ଆସେ

ଉଦାହରଣ : ଇ-ମେଲ ଓ ଟେଲିଫୋନ ସୁବିଧା ଯୋଗୁଁ ଆଜିକାଲି ଚିଠି ଦିଆନିଆ କମିଗଲାଣି

ସମକକ୍ଷ : ଚିଠି ଦିଆନିଆ, ଚିଠିପତ୍ର ବ୍ୟବହାର, ପତ୍ରାଚାର

वह व्यवहार जिसमें किसी को पत्र लिखे जाते हैं तथा उसके उत्तर आते हैं।

ई-पत्र तथा टेलीफोन की सुविधा के कारण आज-कल पत्रव्यवहार कम हो गया है।
ख़तो-किताबत, चिट्ठी-पत्री, पत्र-व्यवहार, पत्रव्यवहार, पत्राचार

Communication by the exchange of letters.

correspondence