ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପତ୍ରାଚାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପତ୍ରାଚାର   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟବସ୍ଥାରେ କାହା ପାଖକୁ ପତ୍ର ଲେଖାଯାଏ ଓ ପତ୍ରର ଉତ୍ତର ଆସେ

ଉଦାହରଣ : ଇ-ମେଲ ଓ ଟେଲିଫୋନ ସୁବିଧା ଯୋଗୁଁ ଆଜିକାଲି ଚିଠି ଦିଆନିଆ କମିଗଲାଣି

ସମକକ୍ଷ : ଚିଠି ଦିଆନିଆ, ଚିଠିପତ୍ର ବ୍ୟବହାର, ପତ୍ର ବ୍ୟବହାର

वह व्यवहार जिसमें किसी को पत्र लिखे जाते हैं तथा उसके उत्तर आते हैं।

ई-पत्र तथा टेलीफोन की सुविधा के कारण आज-कल पत्रव्यवहार कम हो गया है।
ख़तो-किताबत, चिट्ठी-पत्री, पत्र-व्यवहार, पत्रव्यवहार, पत्राचार

Communication by the exchange of letters.

correspondence