ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପତାକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପତାକା   ବିଶେଷ୍ୟ

ଅର୍ଥ : ବଡ଼ କାଗଜ ଉପରେ ସେହିଦିଗକୁ ଧ୍ୟାନ ଆକର୍ଷଣ କରିବା ନିମନ୍ତେ ଲଗାଯାଇଥିବା ଛୋଟ କାଗଜ ଖଣ୍ଡଆଦି

ଉଦାହରଣ : ଅଫିସର କିରାଣୀଙ୍କୁ ଗୁରୁତ୍ୱପୂର୍ଣ୍ଣ କାଗଜଗୁଡ଼ିକ ଉପରେ ପତାକା ଲଗାଇବାକୁ କହିଲେ

ସମକକ୍ଷ : ଫ୍ଲାଗ

कागज आदि का वह छोटा टुकड़ा जो किसी बड़े कागज पर उसकी ओर ध्यान आकृष्ट करने के लिए लगाया जाता है।

अधिकारी ने बाबू को महत्वपूर्ण कागजों पर पताका लगाने के लिए कहा।
पताका

A conspicuously marked or shaped tail.

flag

ଅର୍ଥ : ତିନୋକଣିଆ ବା ବର୍ଗାକାର ଲୁଗାଆଦି ଯାହାର ଗୋଟିଏ ପଟ ବାଉଁଶରେ ଲଗାଯାଇଥାଏ ଏବଂ ଯାହାର ବ୍ୟବହାର ଅସ୍ତିତ୍ୱ, ସଂକେତ ବା ଉତ୍ସବଆଦି ସୂଚିତ କରିବା ନିମନ୍ତେ ହୋଇଥାଏ

ଉଦାହରଣ : ଭାରତର ରାଷ୍ଟ୍ରୀୟ ପତାକା ମଝିରେ ଚକ୍ରଚିହ୍ନ ଅଛି ସେ ନିଜ ନାଁର ଝଣ୍ଡା ଉଡ଼ାଇ ଦେଲା

ସମକକ୍ଷ : କେତନ, ଚିରାଳ, ଝଣ୍ଡା, ଧ୍ୱଜ, ଧ୍ୱଜା

वह तिकोना या चौकोर कपड़ा आदि जिसका एक सिरा डंडे में लगा रहता है और जिसका व्यवहार सत्ता, संकेत या उत्सव आदि सूचित करने के लिए होता है।

भारत के राष्ट्रीय झंडे के बीच में चक्र का निशान है।
उसने अपने नाम का परचम लहरा दिया।
अलम, केतन, केतु, जया, झंडा, झण्डा, ध्वज, ध्वजा, पताका, परचम

Emblem usually consisting of a rectangular piece of cloth of distinctive design.

flag

ଅର୍ଥ : ଛୋଟ ପତାକା

ଉଦାହରଣ : ଗାର୍ଡ଼ ସବୁଜ ରଙ୍ଗର ପତାକା ଦେଖେଇଲା

ସମକକ୍ଷ : ଝଂଡ଼ା, ଝଣ୍ଡା

छोटा झंडा।

गार्ड ने हरी झंडी दिखाई।
झंडी

A rectangular piece of fabric used as a signalling device.

flag, signal flag