ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପତର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପତର   ବିଶେଷ୍ୟ

ଅର୍ଥ : ସୁନାରୁପା ଆଦିର ଅତି ପତଳା ପାତ

ଉଦାହରଣ : ମିଠେଇଗୁଡ଼ିକୁ ରୁପାର ପାତ ଲଗେଇ ସଜାଯାଇଛି

ସମକକ୍ଷ : ପାତ

सोने, चाँदी आदि का बहुत पतला पत्तर।

मिठाइयों को चाँदी का वरक़ लगाकर सजाया गया है।
तबक, तबक़, वरक, वरक़, वर्क, वर्क़

A piece of thin and flexible sheet metal.

The photographic film was wrapped in foil.
foil

ଅର୍ଥ : ଗଛବୁଦାରେ ହେଉଥିବା ସବୁଜ ରଙ୍ଗର ପତାଳା ହାଲୁକା ଅବୟବ ଯାହା ତାହାର ଡାଳରୁ ବାହାରିଥାଏ

ଉଦାହରଣ : ସେ ବଗିଚାରେ ପଡ଼ିଥିବା ଶୁଖିଲା ପତ୍ର ଏକତ୍ର କରୁଛି

ସମକକ୍ଷ : ଦଳ, ପତ୍ର, ପର୍ଣ୍ଣ

पेड़-पौधों में होने वाला विशेषकर हरे रंग का वह पतला, हल्का अवयव जो उसकी टहनियों से निकलता है।

वह बाग में गिरे सूखे पत्ते एकत्र कर रहा है।
छद, दल, पत्ता, पत्र, पत्रक, परन, पर्ण, पात, वर्ह

The main organ of photosynthesis and transpiration in higher plants.

foliage, leaf, leafage