ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଠନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଠନ   ବିଶେଷ୍ୟ

ଅର୍ଥ : ପୁସ୍ତକଆଦିରେ ଲେଖାଯାଇଥିବା ବିଷୟ ବସ୍ତୁ କିମ୍ବା ବିଷୟ ଦେଖିବା ବା ପଢ଼ିବାର କ୍ରିୟା

ଉଦାହରଣ : ରାମ ବେଦ ପଠନ କରୁଛି

ସମକକ୍ଷ : ଅଧ୍ୟୟନ, ପଢ଼ିବା

पुस्तक या लेख आदि में लिखी हुई बातें या विषय देखने या पढ़ने की क्रिया।

राम वेद का पठन कर रहा है।
अध्ययन, पठन, वाचन

The cognitive process of understanding a written linguistic message.

His main reading was detective stories.
Suggestions for further reading.
reading

ଅର୍ଥ : କୌଣସି ବିଷୟର ସମସ୍ତ ପାଠ ବା ଗୂଢ଼ ତତ୍ତ୍ୱର ଜ୍ଞାନ ପାଇବାପାଇଁ ତାହାକୁ ଦେଖିବା, ବୁଝିବା ବା ପଢ଼ିବାର କ୍ରିୟା

ଉଦାହରଣ : ସେ ସଂସ୍କୃତ ଅଧ୍ୟୟନ କରିବା ନିମନ୍ତେ କାଶୀ ଯାଇଛି

ସମକକ୍ଷ : ଅଧ୍ୟୟନ, ଜ୍ଞାନାର୍ଜନ, ପଢ଼ିବା

किसी विषय के सब अंगों या गूढ़ तत्वों का ज्ञान प्राप्त करने के लिए उसे देखने, समझने या पढ़ने की क्रिया।

वह संस्कृत का अध्ययन करने के लिए काशी गया हुआ है।
अधिगमन, अधीती, अध्ययन, ज्ञानार्जन, पठन, पढ़ाई, स्टडी

Applying the mind to learning and understanding a subject (especially by reading).

Mastering a second language requires a lot of work.
No schools offer graduate study in interior design.
study, work

ଅର୍ଥ : ବ୍ରାହ୍ମଣଙ୍କଦ୍ୱାରା କରାଯାଉଥିବା ଷଡକର୍ମ ମଧ୍ୟରୁ ଗୋଟିଏ

ଉଦାହରଣ : ପଣ୍ଡିତ ମହାଶୟ ନିୟମପୂର୍ବକ ପ୍ରତିଦିନ ଅଧ୍ୟୟନ କରନ୍ତି

ସମକକ୍ଷ : ଅଧ୍ୟୟନ, ପଠନ-ପାଠନ

ब्राह्मणों द्वारा किए जाने वाले षट्कर्मों में से एक।

पंडित जी नियमपूर्वक प्रतिदिन अध्ययन करते हैं।
अध्ययन, पठन, पठन-पाठन

Applying the mind to learning and understanding a subject (especially by reading).

Mastering a second language requires a lot of work.
No schools offer graduate study in interior design.
study, work