ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଟୁଆର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଟୁଆର   ବିଶେଷ୍ୟ

ଅର୍ଥ : ଯେଉଁ ମାନବକୃତ ଦୃଶ୍ୟର କିଛି ସଙ୍କେତ ଥାଏ

ଉଦାହରଣ : ଗଣତନ୍ତ୍ର ଦିବସ ସମାରୋହରେ ପ୍ରତ୍ୟେକ ରାଜ୍ୟର ପଟୁଆର ବାହାରେ

शोभायात्रा या परेड में प्रदर्शित किया जाने वाला ट्रक के मंच पर बनाया हुआ वह मानवकृत दृश्य जिससे कुछ इंगित हो।

गणतंत्र दिवस समारोह में हर राज्य की झाँकी निकलती है।
झाँकी, झांकी

An elaborate display mounted on a platform carried by a truck (or pulled by a truck) in a procession or parade.

float

ଅର୍ଥ : ପ୍ରଦର୍ଶନ ନିମନ୍ତେ ବହୁତ ଲୋକଙ୍କର କୌଣସି ଯାନସହିତ ବାହାରିବାର ପ୍ରକ୍ରିୟା

ଉଦାହରଣ : ରଥଯାତ୍ରା ଦିନ ପୁରୀରେ ଭଗବାନଙ୍କ ପଟୁଆର ବାହାରେ

ସମକକ୍ଷ : ଶୋଭା ଯାତ୍ରା

बहुत से लोगों की किसी सवारी के साथ प्रदर्शन के लिए निकलने की क्रिया।

रथयात्रा के दिन जगन्नाथपुरी में भगवान की सवारी निकलती है।
असवारी, जलूस, जुलूस, सवारी

The group action of a collection of people or animals or vehicles moving ahead in more or less regular formation.

Processions were forbidden.
procession