ଅର୍ଥ : ଜୋତାର ସମ୍ମୁଖ ଅଂଶ ଯେଉଁଠି ଆଙ୍ଗୁଠିଗୁଡ଼ିକ ଢାଙ୍କି ହୋଇରହିଥାଏ
ଉଦାହରଣ :
ଏହି ଜୋତାର ପଞ୍ଝା ଫାଟି ଯାଇଛି
ଅର୍ଥ : ପଶୁପକ୍ଷୀଆଦିଙ୍କ ହାତ ବା ପାଦର ଅଙ୍ଗୁଳି ସମୂହ
ଉଦାହରଣ :
ବାଘଟି ଠେକୁଆକୁ ପଞ୍ଝାରେ ଧରିନେଲା
ଅର୍ଥ : ପଶୁ ପକ୍ଷୀମାନଙ୍କ ପଞ୍ଝା
ଉଦାହରଣ :
ମୂଷା ବାଘର ପଞ୍ଝାରେ ଫଶିଗଲା
ଅର୍ଥ : ହାତ ବା ଗୋଡର ସେହି ଅଲଗା ଅଙ୍ଗ ଯେଉଁଥିରେ ହାତର ବା ପାଦର ପାଞ୍ଚଟି ଅଙ୍ଗୁଳି ରହିଥାଏ
ଉଦାହରଣ :
ତାର ପଞ୍ଝାର ଚମଡା ଅଲଗା ହୋଇଯାଇଛି