ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଞ୍ଜୁରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଞ୍ଜୁରୀ   ବିଶେଷ୍ୟ

ଅର୍ଥ : ଲୁହା, ବାଉଁଶଆଦିର କାଠିରୁ ତିଆରି କରାଯାଇଥିବା ସେହି ଜିନିଷ ଯାହାମଧ୍ୟରେ ପକ୍ଷୀ ଜନ୍ତୁଆଦିକୁ ବନ୍ଦକରି ରଖାଯାଏ

ଉଦାହରଣ : ଶୁଆ ପଞ୍ଜୁରୀରୁ ଉଡ଼ିଗଲା

ସମକକ୍ଷ : ପିଞ୍ଜରା

लोहे, बाँस आदि की तीलियों का बना हुआ वह झाबा जिसमें पक्षी, जंतु आदि बंद करके रखे जाते हैं।

तोंता पिंजरे से उड़ गया।
पंजर, पञ्जर, पिंजड़ा, पिंजर, पिंजरा, पिञ्जड़, पिञ्जड़ा, पिञ्जर, पिञ्जरा, पींजड़ा, पींजरा, पीञ्जरा

An enclosure made or wire or metal bars in which birds or animals can be kept.

cage, coop