ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଞ୍ଚାକ୍ଷରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଞ୍ଚାକ୍ଷରୀ   ବିଶେଷ୍ୟ

ଅର୍ଥ : ପାଞ୍ଚଟି ଅକ୍ଷରଥିବା ମନ୍ତ୍ର

ଉଦାହରଣ : ମହାଶିବରାତ୍ରି ଦିନ ରାତିସାରା ତାନ୍ତ୍ରିକ ପଞ୍ଚାକ୍ଷରୀ ଜପ କରୁଥିଲା

ସମକକ୍ଷ : ପଂଚାକ୍ଷରୀ

वह मंत्र जिसमें पाँच अक्षर होते हैं।

तांत्रिक महशिवरात्रि के दिन पूरी रात पंचाक्षरी जपते रहे।
पंचाक्षरी, पञ्चाक्षरी

A commonly repeated word or phrase.

She repeated `So pleased with how its going' at intervals like a mantra.
mantra

ପଞ୍ଚାକ୍ଷରୀ   ବିଶେଷଣ

ଅର୍ଥ : ପାଞ୍ଚ ଅକ୍ଷରର

ଉଦାହରଣ : ଆପଣ ଶିବଙ୍କର ଏହି ପଞ୍ଚାକ୍ଷର ମନ୍ତ୍ରର ଜପ କରନ୍ତୁ ବିବାହ ଶୀଘ୍ର ହୋଇଯିବ

ସମକକ୍ଷ : ପଂଚାକ୍ଷର, ପଂଚାକ୍ଷରୀ, ପଞ୍ଚାକ୍ଷର

पाँच अक्षरों का।

आप शिवजी के इस पंचाक्षरी मंत्र का जाप कीजिए तो विवाह शीघ्र हो जाएगा।
पंचाक्षरी, पञ्चाक्षरी