ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଞ୍ଚହଜାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଞ୍ଚହଜାରୀ   ବିଶେଷ୍ୟ

ଅର୍ଥ : ମୁସଲମାନ ରାଜତ୍ୱକାଳରେ ସରଦାର ଓ ଦରବାରୀମାନଙ୍କୁ ପ୍ରଦାନ କରାଯାଉଥିବା ଏକ ଉପାଧି

ଉଦାହରଣ : ପାଞ୍ଚ ହଜାର ସେନାର ନାୟକଙ୍କୁ ପଂଜହଜାରୀ ଉପାଧି ମିଳୁଥିଲା

ସମକକ୍ଷ : ପଂଜହଜାରୀ

मुसलमानी राजत्वकाल में दी जाने वाली एक उपाधि जो सरदारों और दरबारियों को मिलती थी।

पंजहजारी पाँच हजार सेना के नायक होते थे।
पंजहजारी