ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି କାମଆଦିରେ ତଳ ଆଡ଼କୁ ଯିବା
ଉଦାହରଣ : ପ୍ରଥମେ ସେ ବହୁତ ଉନ୍ନତି କଲା, କିନ୍ତୁ ଏବେ ତାହାର ଅବନତି ହିଁ ହେଉଛି
ସମକକ୍ଷ : ଅଧୋଗତି ହେବା, ଅବନତି ହେବା
किसी काम आदि में पहले की स्थिति से बुरी स्थिति में या नीचे की ओर जाना अथवा आना।
Hang (back) or fall (behind) in movement, progress, development, etc..
ଅର୍ଥ : ପଛରେ ରହିଯିବା
ଉଦାହରଣ : ରୋଗହେତୁ ଗୌରବ ପଢ଼ାରେ ବହୁତ ପଛେଇ ଗଲା
ସମକକ୍ଷ : ପଛରେ ପଡ଼ିଯିବା
पीछे छूट जाना।
ଅର୍ଥ : କୌଣସି କାମ କରିବାକୁ ଡରିବା ବା ପଛେଇବା
ଉଦାହରଣ : ରମେଶ ପଢ଼ାରେ ପଛଉଛି
ସମକକ୍ଷ : ଡରିବା
कोई काम करने से डरना या बचना।
Avoid dealing with.
ସଂସ୍ଥାପନ କରନ୍ତୁ