ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଚିଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଚିଶ   ବିଶେଷ୍ୟ

ଅର୍ଥ : ପଚିଶ ବର୍ଷର ବୟସ ବା ଗଣନାରେ ପଚିଶତମ ସ୍ଥାନରେ ଆସୁଥିବା ବର୍ଷ

ଉଦାହରଣ : ପଚିଶରେ ତାଙ୍କ ପୁଅକୁ ଚାକିରୀ ମିଳିଗଲା

ସମକକ୍ଷ : ପଚିଶ ବର୍ଷ

A period of time occupying a regular part of a calendar year that is used for some particular activity.

A school year.
year

ଅର୍ଥ : କୋଡ଼ିଏ ଆଉ ପାଞ୍ଚ ମିଶି ହେଉଥିବା ସଂଖ୍ୟା

ଉଦାହରଣ : ପାଞ୍ଚ ଆଉ ପାଞ୍ଚର ଗୁଣଫଳ ପଚିଶ ହୁଏ

ସମକକ୍ଷ : ପଚିଶି, ୨୫

बीस और पाँच के योग से प्राप्त संख्या।

पाँच और पाँच का गुणनफल पचीस होता है।
25, XXV, पचीस, पच्चीस, २५

The cardinal number that is the sum of twenty-four and one.

25, twenty-five, xxv

ଅର୍ଥ : କୌଣସି ଇଂରେଜୀ ମାସର ପଞ୍ଚବିଂଶତିତମ ଦିନ ପଡ଼ିଥିବା ତାରିଖ

ଉଦାହରଣ : ଏମାସ ପଚିଶ ତାରିଖରେ ନାଗପଞ୍ଚମୀ

ସମକକ୍ଷ : ପଚିଶ ତାରିଖ

ପଚିଶ   ବିଶେଷଣ

ଅର୍ଥ : କୋଡ଼ିଏରେ ପାଞ୍ଚ ମିଶିଲେ ମିଳୁଥିବା ସଂଖ୍ୟା

ଉଦାହରଣ : ତାଙ୍କର ପଚିଶଟି ଗାଈ ଅଛି

ସମକକ୍ଷ : ପଚିଶି, ୨୫

बीस और पाँच।

डेरी में पच्चीस गायें हैं।
25, XXV, पचीस, पच्चीस, २५

Being five more than twenty.

25, twenty-five, xxv