ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଚରାଉଚରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଚରାଉଚରା   ବିଶେଷ୍ୟ

ଅର୍ଥ : ପଚରାଉଚରା କରିବା ପ୍ରକ୍ରିୟା (ବିଶେଷକରି କୌଣସି ଘଟନା ବିଷୟରେ)

ଉଦାହରଣ : ଏତେ ପଚରାଉଚରା ପରେ ବି କିଛି ଫାଇଦା ମିଳିଲା ନାହିଁ

ସମକକ୍ଷ : ପଚରାଉଚୁରା, ପଚରାପଚରି

पूछने या पूछे जाने की क्रिया या भाव (विशेषकर किसी घटना, विषय आदि के बारे में)।

इतनी पूछताछ का भी कोई फायदा नहीं हुआ।
पूछ, पूछ ताछ, पूछ-गाछ, पूछ-ताछ, पूछ-पाछ, पूछगाछ, पूछताछ, पूछपाछ, मुहासबा, मुहासिबा

A systematic investigation of a matter of public interest.

enquiry, inquiry

ଅର୍ଥ : କାହାକୁ ଅଟକାଇ ପ୍ରଶ୍ନପଚାରିବାର କ୍ରିୟା ବା ଭାବ ବା ଅନ୍ୟକୁ କେଉଁଆଡେ ଯାଉଛ ବା କଣ କରୁଛ ପଚରାଉଚରାରେ ବିତୁଥିବା ତୁଚ୍ଛ ସମୟ

ଉଦାହରଣ : ପ୍ରତ୍ୟେକ କଥାରେ ପଚରାଉଚରା କାହାକୁ ଭଲ ଲାଗିନଥାଏ

किसी को रोकने और टोकने की क्रिया या भाव।

हर बात पर रोक-टोक किसी को अच्छी नहीं लगती है।
रोक टोक, रोक-टोक, रोकटोक

An act of delaying or interrupting the continuity.

It was presented without commercial breaks.
There was a gap in his account.
break, disruption, gap, interruption