ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଘା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଘା   ବିଶେଷ୍ୟ

ଅର୍ଥ : ପଶୁ ବାନ୍ଧିବା ଦଉଡ଼ି

ଉଦାହରଣ : ବଳଦର ପଘା ଛିଣ୍ଡି ଯାଇଛି

पशु बाँधने की रस्सी।

बैल का पगहा टूट गया है।
पगहा, पगा, पघा

Restraint consisting of a rope (or light chain) used to restrain an animal.

lead, leash, tether

ଅର୍ଥ : ଯେଉଁ ଦଉଡ଼ାରେ ପଶୁର ଗୋଡ଼ ଖୁଣ୍ଟରେ ବନ୍ଧାଯାଇଥାଏ

ଉଦାହରଣ : ଛେଳି ଗୋଟିଏ ଝିଙ୍କାରେ ପଘା ଛିଣ୍ଡାଇ ଦେଲା

वह रस्सा जिससे पशु का पैर खूँटे से बाँधा जाता है।

बकरे ने एक ही झटके में गोड़वाँस को तोड़ दिया।
गोड़वाँस