ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପକେଟମାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପକେଟମାର   ବିଶେଷ୍ୟ

ଅର୍ଥ : ପକେଟ ଚୋରି କରିବା କାମ

ଉଦାହରଣ : ଜଣେ ପକେଟମାର ପକେଟମାରୁ କରିବା ସମୟରେ ଧରାପଡ଼ିଲା

ସମକକ୍ଷ : ପକେଟମାରୁ

पाकेट मारने का काम।

एक पाकेटमार पाकेटमारी करते समय पकड़ा गया।
गिरहकटी, जेबकटाई, जेबमारी, पाकेटमारी

ଅର୍ଥ : ପକେଟ କାଟି ନେଉଥିବା ବ୍ୟକ୍ତି

ଉଦାହରଣ : ଲୋକମାନେ ଜଣେ ପକେଟମାରକୁ ଧରି ବହୁତ ପିଟିଲେ

दूसरों के जेब काटकर उनमें से रुपये-पैसे निकाल लेने वाला व्यक्ति।

लोगों ने एक जेबकतरे को पकड़कर बहुत पीटा।
गिरहकट, जेबकट, जेबकतरा, पाकिटमार, पाकेटमार, पॉकिटमार

A thief who steals from the pockets or purses of others in public places.

cutpurse, dip, pickpocket