ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନ୍ୟାୟହୀନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନ୍ୟାୟହୀନ   ବିଶେଷଣ

ଅର୍ଥ : ଯେ ଅନ୍ୟାୟ କରେ

ଉଦାହରଣ : କଂସ ଜଣେ ଅନ୍ୟାୟୀ ରାଜା ଥିଲେ

ସମକକ୍ଷ : ଅନ୍ୟାୟ କର୍ତ୍ତା, ଅନ୍ୟାୟୀ

जो अन्याय करता हो।

कंस एक अन्यायी राजा था।
अन्याय कर्ता, अन्यायी, अलेखी, सितमगर

Marked by unjust severity or arbitrary behavior.

The oppressive government.
Oppressive laws.
A tyrannical parent.
Tyrannous disregard of human rights.
oppressive, tyrannical, tyrannous

ଅର୍ଥ : ଯେଉଁଥିରେ ନ୍ୟାୟ ନାହିଁ ବା ଯାହା ନ୍ୟାୟ ରହିତ

ଉଦାହରଣ : ଦାରୋଗା ଅନ୍ୟାୟପୂର୍ଣ୍ଣ ମୀମାଂସା କଲେ

ସମକକ୍ଷ : ଅନ୍ୟାୟପୂର୍ଣ୍ଣ

जिसमें न्याय न हो या जो न्याय रहित हो।

दारोगा ने न्यायहीन फैसला किया।
अन्यायपूर्ण, न्यायहीन

Lacking justification or authorization.

Desire for undue private profit.
Unwarranted limitations of personal freedom.
undue, unjustified, unwarranted