ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନୌକାଘାଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନୌକାଘାଟ   ବିଶେଷ୍ୟ

ଅର୍ଥ : ଯେଉଁ ଘାଟରେ ଡଙ୍ଗା ବନ୍ଧା ହୋଇଥାଏ ବା ଯେଉଁଠାରୁ ଡଙ୍ଗାରେ ଚଢ଼ି ଯାତ୍ରା ଆରମ୍ଭ କରନ୍ତି

ଉଦାହରଣ : ଗଙ୍ଗା ପାର ହେବାପାଇଁ ନୌକାଘାଟରେ ଡଙ୍ଗା ଲାଗିଛି

वह घाट जहाँ नावें बँधी रहती हैं या जहाँ नाव पर बैठकर यात्रा शुरू करते हैं।

गंगा पार जाने के लिए नौकाघाट पर नावें लगी हुई हैं।
नौकाघाट, नौघाट