ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନୋବେଲ୍ ପୁରସ୍କାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଯେଉଁ ବାର୍ଷିକ ପୁରସ୍କାର ଭୌତିକବିଜ୍ଞାନ,ରସାୟନବିଜ୍ଞାନ,ଶରୀରବିଜ୍ଞାନ,ଅର୍ଥଶାସ୍ତ୍ର,ଔଷଧ,ସାହିତ୍ୟ,ଶାନ୍ତି ଆଦି କ୍ଷେତ୍ରରେ ବିଶେଷ ଅବଦାନପାଇଁ କୌଣସି ବ୍ୟକ୍ତିକୁ ପ୍ରଦାନ କରାଯାଏ

ଉଦାହରଣ : ଅମର୍ତ୍ୟ ସେନ ଅର୍ଥ ଶାସ୍ତ୍ରରେ ନୋବେଲ୍ ପୁରସ୍କାରପ୍ରାପ୍ତ ପ୍ରଥମ ଏସୀୟ ବ୍ୟକ୍ତି

एक वार्षिक पुरस्कार जो भौतिकी, रसायन, शरीर विज्ञान, अर्थ शास्त्र, औषध, साहित्य, शांति आदि के क्षेत्र में विशेष योगदान देने के लिए किसी को दिया जाता है।

अमर्त्य सेन अर्थशास्त्र में नोबल पुरस्कार प्राप्त करने वाले पहले एशियाई हैं।
नोबल पुरस्कार, नोबुल पुरस्कार, नोबेल पुरस्कार, नोबेल प्राइज, नोबेल प्राइज़

An annual award for outstanding contributions to chemistry or physics or physiology and medicine or literature or economics or peace.

nobel prize