ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନୋଥ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନୋଥ   ବିଶେଷ୍ୟ

ଅର୍ଥ : ନାକରେ ପିନ୍ଧାଯାଉଥିବା ଏକ ଗହଣା

ଉଦାହରଣ : ତାର ନାକରେ ସୁନାର ନୋଥ ଶୋଭା ପାଉଥିଲା

ସମକକ୍ଷ : ନଥ

नाक में पहनने का एक गहना।

उसकी नाक में सोने की नथ सुशोभित थी।
नथ

A ring worn on the nose as an ornament or on the nose of an animal to control it.

nose ring

ଅର୍ଥ : ଗୋଟିଏ ପ୍ରକାରର ଆଭୂଷଣ

ଉଦାହରଣ : ନୋଥ ନାକରେ ପିନ୍ଧାଯାଏ

एक प्रकार का आभूषण।

सोंबनिया नाक में पहना जाता है।
सोंबनिया

ଅର୍ଥ : ନାକରେ ପିନ୍ଧୁଥିବା ଗୋଟିଏ ଆଭୂଷଣ

ଉଦାହରଣ : ନୋଥ ଓଠ ପର୍ଯ୍ୟନ୍ତ ବା ଓଠ ତଳକୁ ଝୁଲି ରହିଥାଏ

ସମକକ୍ଷ : ଗୁଣା

नाक में पहनने का एक आभूषण।

बुलाक होंठ तक या होंठ के नीचे तक झूलता रहता है।
अस्क, बुलाक