ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନେପାଳୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନେପାଳୀ   ବିଶେଷ୍ୟ

ଅର୍ଥ : ନେପାଳର ବାସିନ୍ଦା

ଉଦାହରଣ : ସେ ଜଣେ ନେପାଳୀକୁ ନିଜ ଘରର ଜଗାରଖା କରିବାପାଇଁ ରଖିଛି

ସମକକ୍ଷ : ନେପାଳବାସୀ

नेपाल का मूल या स्थानांतरित निवासी जिसे वहाँ की संस्कृति, धर्म, भाषा आदि विरासत में मिली हुई हो।

उसने एक नेपाली को अपने घर की देखभाल के लिए रखा है।
नेपाली, नैपाली

A native or inhabitant of Nepal.

nepalese, nepali

ଅର୍ଥ : ନେପାଳର ଭାଷା

ଉଦାହରଣ : ସେ ନେପାଳୀ ଭାଷାରେ ଏକ ପୁସ୍ତକ ଲେଖିଛନ୍ତି

ସମକକ୍ଷ : ନେପାଳୀ ଭାଷା

नेपाल देश की भाषा।

वन्या ने नेपाली में पुस्तक लिखी है।
नेपाली, नेपाली भाषा, नेपाली-भाषा, नैपाली, नैपाली भाषा, नैपाली-भाषा

The official state language of Nepal.

nepali

ନେପାଳୀ   ବିଶେଷଣ

ଅର୍ଥ : ନେପାଳରେ ରହୁଥିବା ବ୍ୟକ୍ତି

ଉଦାହରଣ : ତାହାର ଜଣେ ନେପାଳୀ ଝିଅ ସହିତ ବାହାଘର ହୋଇଛି

ଅର୍ଥ : ନେପାଳୀ ଭାଷାର ବା ନେପାଳୀ ଭାଷା ସହିତ ସମ୍ବନ୍ଧିତ

ଉଦାହରଣ : ତା ନେପାଳୀ ନାଟକର ଗୋଟିଏ ନକଲ ମୋ ପାଖରେ ମଧ୍ୟ ଅଛି

ଅର୍ଥ : ନେପାଳ ଦେଶ ସହ ସମ୍ବନ୍ଧିତ

ଉଦାହରଣ : ରମେଶ ନେପାଳୀ ଟୋପି ପିନ୍ଧିଛି

नेपाल देश का या वहाँ के निवासी, भाषा, संस्कृति इत्यादि से संबंधित।

रमेश नेपाली टोपी पहने हुए है।
उसने एक नेपाली लड़की से शादी की है।
उनकी नेपाली नाटक की एक प्रति मेरे पास भी है।
नेपाली, नैपाली

Of or pertaining to or characteristic of Nepal or its people or language or culture.

Nepalese troops massed at the border.
Nepali mountains are among the highest in the world.
The different Nepali words for `rice'.
nepalese, nepali