ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନେତିକ୍ରିୟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନେତିକ୍ରିୟା   ବିଶେଷ୍ୟ

ଅର୍ଥ : ହଠଯୋଗର ଏକ ପ୍ରକାର, ଯେଉଁଥିରେ ନାକରେ ଡୋରି ବା ପାଣି ପୂରାଇ ଅନ୍ୟ ନାକ,କାନ ବା ପାଟିବାଟେ ବାହାର କରନ୍ତି

ଉଦାହରଣ : ପ୍ରତିଦିନ ସକାଳୁ ନେତି କଲେ କେବେ ବି ଥଣ୍ଡା ହୁଏ ନାହିଁ

ସମକକ୍ଷ : ନେତି

हठयोग का एक भेद जिसमें नाक में रस्सी या पानी डालकर दूसरी नाक, कान या मुँह से बाहर निकाला जाता है।

रोज़ सुबह नेति करने से कभी सरदी-जुकाम नहीं होता।
नेति, नेतिक्रिया