ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିୟନ୍ତ୍ରଣହୀନତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିୟନ୍ତ୍ରଣହୀନତା   ବିଶେଷ୍ୟ

ଅର୍ଥ : ନିୟନ୍ତ୍ରଣହୀନ ହେବା ଅବସ୍ଥା ବା ଭାବ

ଉଦାହରଣ : ନିୟନ୍ତ୍ରଣହୀନତା ଯୋଗୁଁ ସମାଜରେ ଅରାଜକତା ବ୍ୟାପି ଯାଉଛି

ସମକକ୍ଷ : ଅନିୟନ୍ତ୍ରଣ, ଢିଲା ପଣିଆ

नियंत्रणहीन होने की अवस्था या भाव।

नियंत्रणहीनता से समाज में अराजकता फैल जाती है।
अनियंत्रण, ढील, नियंत्रणहीनता