ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିହାଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିହାଣ   ବିଶେଷ୍ୟ

ଅର୍ଥ : ପଥର ମୂର୍ତ୍ତି କାରିଗରଙ୍କର ଏକ ନିହାଣ

ଉଦାହରଣ : ପଥର ମୂର୍ତ୍ତି କାରିଗର ନିହାଣରେ ପଥରରେ କମକୂଟ କରୁଛନ୍ତି

संगतराशों की एक टाँकी।

संगतराश रुखानी से पत्थरों पर नक्काशी करते हैं।
रुखानी

ଅର୍ଥ : ଗୋଟିଏ ଉପକରଣ

ଉଦାହରଣ : ନିହାଣରେ ପଥର କାମ କରାଯାଏ

एक औजार।

बटम से पत्थर गढ़ते हैं।
बटम

ଅର୍ଥ : ପଥର ମୂର୍ତ୍ତି କାରିଗର ଗଢ଼ା ଯାଇଥିବା ପଥରଗୁଡ଼ିକୁ ଚିକ୍କଣ କରିବାପାଇଁ ବ୍ୟବହାର କରୁଥିବା ଛେଣି

ଉଦାହରଣ : କାରିଗର ଖୋଳିଥିବା ପଥରକୁ ନିହାଣରେ ଚିକ୍କଣ କରୁଛି

संगतराश के गढ़े हुए पत्थरों को चिकना करने की टाँकी।

कारीगर गढ़े हुए पत्थरों को मटरनी से चिकना कर रहा है।
पहुरी, मटरनी

ଅର୍ଥ : ବଢ଼େଇର ଯେଉଁ ଉପକରଣ ପେଚକସ୍‌ ଏବଂ ନିହାଣ ଭଳି ହୋଇଥାଏ

ଉଦାହରଣ : ନିହାଣ ରାମ୍ପିବା କାମରେ ଆସେ

बढ़ई का एक औजार जो पेचकश और रुखानी की तरह का होता है।

नीमगिर्द खरादने के काम में आता है।
नीमगिर्द

ଅର୍ଥ : ଏକ ପ୍ରକାରର ନିହାଣ

ଉଦାହରଣ : ମଜୁରିଆ ନିହାଣରେ ପଥର ଭାଙ୍ଗୁଛି

एक प्रकार की टाँकी।

मजदूर तंक से पत्थर को तोड़ रहा है।
तंक

ଅର୍ଥ : ବଢ଼େଇମାନଙ୍କର ଏକ ହତିଆର

ଉଦାହରଣ : ବଢ଼େଇ ନିହାଣ ସାହାଯ୍ୟରେ ଚଉକାଠ ଉପରେ କମକୂଟ କରୁଛି

बढ़इयों का एक औजार।

बढ़ई रुखानी की सहायता से चौखट पर नक्काशी कर रहा है।
रुखानी