ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଷ୍କ୍ରିୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଷ୍କ୍ରିୟ   ବିଶେଷଣ

ଅର୍ଥ : ଯାହା କୌଣସି କାମ କରେନାହିଁ ବା କୌଣସି କାମରେ ଲାଗେ ନାହିଁ

ଉଦାହରଣ : ଉତ୍ପ୍ରେରକଗୁଡ଼ିକ କ୍ରିୟାହୀନ

ସମକକ୍ଷ : କ୍ରିୟାରହିତ, କ୍ରିୟାଶୂନ୍ୟ, କ୍ରିୟାହୀନ

जो क्रिया न करता हो या किसी क्रिया में लगा हुआ न हो।

उत्प्रेरक अक्रिय होते हैं।
अक्रिय, क्रियारहित, क्रियाहीन

ଅର୍ଥ : ଯାହାର କ୍ରିୟାଶୀଳତା ବନ୍ଦ ହୋଇଯାଇଛି

ଉଦାହରଣ : ରୋଗୀ ନିଷ୍କ୍ରିୟ ଅବସ୍ଥାରେ ବିଛଣାରେ ପଡ଼ିଛି

ସମକକ୍ଷ : ସୁପ୍ତ

जिसकी क्रिया या चेष्टा रुकी हुई हो।

रोगी निष्क्रिय अवस्था में बिस्तर पर पड़ा है।
अचेष्ट, असक्रिय, निश्चेष्ट, निष्क्रिय, सुप्त, सुसुप्त

In a condition of biological rest or suspended animation.

Dormant buds.
A hibernating bear.
Torpid frogs.
dormant, hibernating, torpid