ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଶ୍ଚିତ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଶ୍ଚିତ କରିବା   କ୍ରିୟାପଦ

ଅର୍ଥ : ନିର୍ଦ୍ଧାରିତ କରିବା

ଉଦାହରଣ : ଭେଟିବାପାଇଁ ସମୟ ସ୍ଥିର କରନ୍ତୁ

ସମକକ୍ଷ : ଥୟ କରିବା, ନିର୍ଣ୍ଣୟ କରିବା, ନିର୍ଦ୍ଧାରଣ କରିବା, ନିର୍ଦ୍ଧାରିତ କରିବା, ସ୍ଥିର କରିବା

* निर्धारित करना।

मिलने का समय निर्धारित करें।
कायम करना, ठहराना, तय करना, नियत करना, निर्धारित करना, निश्चित करना, सुनिश्चित करना

Make arrangements for.

Can you arrange a meeting with the President?.
arrange, fix up

ଅର୍ଥ : (ରାସ୍ତା) ନିର୍ଣ୍ଣୟ କରିବା

ଉଦାହରଣ : କଥାବାର୍ତ୍ତା ହୋଇ ଆମେ ବାଟ ଥୟକଲୁ

ସମକକ୍ଷ : ଥୟକରିବା, ନିର୍ଦ୍ଦିଷ୍ଟ କରିବା, ସ୍ଥିରକରିବା

(रास्ता) तय करना।

बात करते-करते हमने रास्ता काट लिया।
काटना

Travel across or pass over.

The caravan covered almost 100 miles each day.
cover, cross, cut across, cut through, get across, get over, pass over, track, traverse