ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଶାନା ଲଗାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଶାନା ଲଗାଇବା   କ୍ରିୟାପଦ

ଅର୍ଥ : କୌଣସି ବିଶେଷ ଉଦ୍ଦେଶ୍ୟ ହାସଲ କରିବାପାଇଁ ବା ପ୍ରଭାବିତ କରିବାପାଇଁ ଇଚ୍ଛା କରିବା ବା ଚାହିଁବା

ଉଦାହରଣ : ଅର୍ଜୁନ ପକ୍ଷୀର ଆଖିକୁ ନିଶାନା ଲଗାଇଲେ ଆଜିକାଲି ପ୍ରତ୍ୟେକ ରାଜନୈତିକ ଦଳ ପରସ୍ପରକୁ ନିଶାନା କରୁଛନ୍ତି

ସମକକ୍ଷ : ନିଶାନା କରିବା, ଲକ୍ଷ୍ୟ କରିବା

* किसी विशेष लक्ष्य को पाने या प्रभावित करने का इरादा करना या चाहना।

अर्जुन ने पक्षी की आँख को निशाना बनाया।
आजकल प्रत्येक राजनैतिक दल एक दूसरे को निशाना बना रहे हैं।
निशाना बनाना, लक्ष्य बनाना, लक्ष्य साधना

Intend (something) to move towards a certain goal.

He aimed his fists towards his opponent's face.
Criticism directed at her superior.
Direct your anger towards others, not towards yourself.
aim, direct, place, point, target