ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିର୍ମାଣ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିର୍ମାଣ ହେବା   କ୍ରିୟାପଦ

ଅର୍ଥ : କିଛିକାମ,ବସ୍ତୁ ଆଦି ନିମନ୍ତେ ଉପଯୁକ୍ତ ହେବା

ଉଦାହରଣ : ସାଗୁଆନ କାଠରେ ଚୌକି,ଟେବୁଲ୍ ଆଦି ତିଆରି କରାଯାଏ

ସମକକ୍ଷ : ଗଢ଼ାହେବା, ତିଆରି ହେବା, ପ୍ରସ୍ତୁତି ହେବା

* कुछ काम, वस्तु आदि के लिए उपयुक्त होना।

सागौन की लकड़ी से कुर्सी, मेज आदि बनते हैं।
तैयार होना, बनना

Be suitable for.

Wood makes good furniture.
make

ଅର୍ଥ : ରୂପ ପ୍ରାପ୍ତ କରିବା

ଉଦାହରଣ : ମନ୍ଦିର ତିଆରି ହୋଇଛି

ସମକକ୍ଷ : ଗଢ଼ାହେବା, ତିଆରି ହେବା

रूप प्राप्त करना।

मंदिर बन गया है।
तैयार होना, बनना

Come into existence.

What becomes has duration.
become