ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିର୍ଭୀକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିର୍ଭୀକ   ବିଶେଷ୍ୟ

ଅର୍ଥ : ନିଡ଼ର ବା ଭୟହୀନ ହେବାର ଅବସ୍ଥା ବା ଭାବ

ଉଦାହରଣ : ବନ୍ଦୀ ପୁରୁ ନିର୍ଭୀକଭାବରେ ଆଲେକ୍‌ଜାଣ୍ଡରଙ୍କୁ ଜବାବ ଦେଲେ

ସମକକ୍ଷ : ଅଭୀତି, ନିର୍ଭୀକତା, ନିର୍ଭୟତା, ନିର୍ଭୟପଣ, ନିଡ଼ରତା, ଭୟହୀନତା

निडर या भयहीन होने की अवस्था या भाव।

बंदी पोरस ने सिकंदर को जबाब देकर अपनी निडरता का प्रमाण दिया।
अपभय, अभीति, अशंका, अशङ्का, निडरता, निडरपन, निडरपना, निर्भयता, निर्भयपन, निर्भयपना, निर्भीकता, प्रगल्भता, प्रागल्भ्य, भयहीनता

Feeling no fear.

bravery, fearlessness

ନିର୍ଭୀକ   ବିଶେଷଣ

ଅର୍ଥ : ଯାହାକୁ କିଛି କହିବାପାଇଁ ବା କରିବାପାଇଁ ଆଦୌ ସଙ୍କୋଚ ଲାଗେନାହିଁ

ଉଦାହରଣ : କବୀର ଜଣେ ନିଡର ବ୍ୟକ୍ତି ଥିଲେ

ସମକକ୍ଷ : ନିଡର, ନିଡରୁଆ

जिसे कुछ कहने अथवा करने में कुछ संकोच न हो।

कबीर अक्खड़ व्यक्ति थे।
अक्खड़

Socially incorrect in behavior.

Resentment flared at such an unmannered intrusion.
bad-mannered, ill-mannered, rude, unmannered, unmannerly

ଅର୍ଥ : ଯାହା ଅଭୟ ପ୍ରଦାନ କରେ

ଉଦାହରଣ : ତାଙ୍କ ଅଭୟ ବଚନ ଶୁଣି ମୁରାରୀ ଗଦଗଦ ହୋଇଗଲା

ସମକକ୍ଷ : ଅଭୟ, ଭୟଶୂନ୍ୟ

अभय करने वाला।

उनका अभयकर वचन सुन मुरारी गदगद हो गया।
अभयकर

Restoring confidence and relieving anxiety.

A very reassuring remark.
reassuring

ଅର୍ଥ : ଯେ ଭୟ ରହିତ

ଉଦାହରଣ : ମନୁ ଜଣେ ନିର୍ଭୀକ ବାଳିକା

ସମକକ୍ଷ : ଡରହୀନ, ନିର୍ଭୟ, ନିଶଂକ, ନିଡ଼ର, ଶଙ୍କାହୀନ

Oblivious of dangers or perils or calmly resolute in facing them.

fearless, unafraid