ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିର୍ବାଚକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିର୍ବାଚକ   ବିଶେଷ୍ୟ

ଅର୍ଥ : ଯାହାର କୌଣସି ନିର୍ବାଚନରେ ସ୍ୱ ମତ ବ୍ୟକ୍ତ କରିବାର ଅଧିକାର ଥାଏ

ଉଦାହରଣ : ନିର୍ବାଚନ ସମୟରେ ବଡ଼ବଡ଼ ନେତାମାନେ ମଧ୍ୟ ମତଦାତାଙ୍କ ଆଗରେ ନ୍ୟୁନ ହୋଇଯାନ୍ତି

ସମକକ୍ଷ : ଭୋଟର୍‌, ମତଦାତା

वह जिसे किसी निर्वाचन में अपना मत देने का अधिकार हो।

चुनाव के समय बड़े-बड़े नेता भी मतदाताओं के आगे गिड़्गिड़ाते हैं।
ओटर, निर्वाचक, मतदाता

A citizen who has a legal right to vote.

elector, voter

ଅର୍ଥ : ଯେ ନିର୍ବାଚନ କରାଏ

ଉଦାହରଣ : ନିର୍ବାଚକକୁ ନିଜ ନିର୍ଣ୍ଣୟ ଭାବିଚିନ୍ତି ନେବା ଉଚିତ

ସମକକ୍ଷ : ଚୟନକର୍ତ୍ତା

वह जो निर्वाचन करे या चुने।

निर्वाचक को अपना निर्णय सोच समझ कर लेना चाहिए।
चयन-कर्ता, चयन-कर्त्ता, चयनकर्ता, चयनकर्त्ता, चायक, निर्वाचक

A person who chooses or selects out.

chooser, picker, selector