ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିର୍ବନ୍ଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିର୍ବନ୍ଧ   ବିଶେଷ୍ୟ

ଅର୍ଥ : ଭାବୀବରର ମଥାରେ ଟୀକା ଲଗାଇ ତାଙ୍କୁ କିଛି ଦିଆଯିବାଭଳି ବିବାହ ପକ୍କାକରିବାର ଏକ ରୀତି

ଉଦାହରଣ : ଆଜି ମୋ ସାଙ୍ଗର ନିର୍ବନ୍ଧ

ସମକକ୍ଷ : ଫଳଦାନ

विवाह पक्का करने की एक रीति जिसमें भावी वर के मस्तक पर टीका लगाकर उसे कुछ दिया जाता है।

आज मेरे दोस्त का फलदान है।
फलदान, बरच्छा, बरिच्छा, बरेच्छा, बरोक

ଅର୍ଥ : ହିନ୍ଦୁମାନଙ୍କର ବିବାହ ସମ୍ବନ୍ଧ ସ୍ଥିର କରିବାର ଏକ ପ୍ରଥା

ଉଦାହରଣ : ତାଙ୍କ ଭଉଣୀଙ୍କର ନିର୍ବନ୍ଧ ସରିଗଲା

ସମକକ୍ଷ : କଥାଦିଆ, ବାଗଦାନ

हिन्दुओं में विवाह संबंध स्थिर करने की एक रस्म।

मेरी सहेली की सगाई हो गई है।
फलदान, मँगनी, मंगनी, वाग्दान, सगाई

The act of becoming betrothed or engaged.

betrothal, espousal