ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିର୍ଣ୍ଣୟ ନେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିର୍ଣ୍ଣୟ ନେବା   କ୍ରିୟାପଦ

ଅର୍ଥ : କୌଣସି କଥା ବା କାର୍ଯ୍ୟଆଦିର ଔଚିତ୍ୟ ବା ଅନୌଚିତ୍ୟ ସମ୍ପର୍କରେ ବିଚାର କରି ଠିକ୍‌ ବା ଉଚିତ୍‌କୁ ଜାଣିବା

ଉଦାହରଣ : ଶ୍ୟାମ ଗରିବ ପିଲାମାନଙ୍କୁ ପଢ଼ାଇବା ନିମନ୍ତେ ନିର୍ଣ୍ଣୟ ନେଲେ

ସମକକ୍ଷ : ନିଷ୍ପତ୍ତି ନେବା

किसी बात या कार्य आदि के औचित्य या अनौचित्य पर विचार कर, उसके ठीक या उचित होने का निश्चय करना।

श्याम ने निर्धन छात्रों को पढ़ाने का निर्णय लिया।
तय करना, तै करना, निर्णय लेना, निश्चय करना, फ़ैसला करना, फ़ैसला लेना, फैसला करना, फैसला लेना, सोच लेना

Reach, make, or come to a decision about something.

We finally decided after lengthy deliberations.
decide, determine, make up one's mind