ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିରୀକ୍ଷକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିରୀକ୍ଷକ   ବିଶେଷ୍ୟ

ଅର୍ଥ : ନିରୀକ୍ଷଣ ବା ଜଗାରଖା କରିବା ବ୍ୟକ୍ତି

ଉଦାହରଣ : ନିରୀକ୍ଷକ ଅଚାନକ ପହଞ୍ଚି କାର୍ଯ୍ୟାଳୟର ନିରୀକ୍ଷଣ କଲେ ଓ ଦୋଷଯୁକ୍ତ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲେ

ସମକକ୍ଷ : ନିରୀକ୍ଷଣକର୍ତ୍ତା

ध्यानपूर्वक निरीक्षण या अवलोकन करने वाला व्यक्ति।

निरीक्षक ने अचानक पहुँचकर कार्यालय का निरीक्षण किया और दोषी पाए गए कर्मचारियों के खिलाफ़ कार्यवाही की।
इंस्पेक्टर, नाज़िर, नाजिर, निरीक्षक, निरीक्षणकर्ता, पर्यवेक्षक

An investigator who observes carefully.

The examiner searched for clues.
examiner, inspector