ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିରାଭିମାନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିରାଭିମାନୀ   ବିଶେଷଣ

ଅର୍ଥ : ଯେ ଅଭିମାନୀ ନୁହେଁ ବା ଯାହାର ଅଭିମାନ ନଥାଏ

ଉଦାହରଣ : ସନ୍ଥମାନେ ନିରାଭିମାନୀ ହୋଇଥାନ୍ତି

ସମକକ୍ଷ : ଅଭିମାନଶୂନ୍ୟ, ଅଭିମାନହୀନ

Not arrogant or presuming.

Unassuming to a fault, skeptical about the value of his work.
A shy retiring girl.
retiring, unassuming