ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଯୁକ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଯୁକ୍ତି   ବିଶେଷ୍ୟ

ଅର୍ଥ : କାହାକୁ ଦରମା ଆଦି ଦେଇ ନିଜ କାର୍ଯ୍ୟାଳୟ ବା କାରଖାନାଗୁଡ଼ିକରେ କାମରେ ଲଗାଇବା କ୍ରିୟା

ଉଦାହରଣ : ନିଯୁକ୍ତି ପୂର୍ବରୁ ପ୍ରାୟତଃ ସାକ୍ଷାତକାର ହୁଏ

किसी को वेतन आदि देकर अपने कार्यालय या कारखाने में काम पर लगाने की क्रिया।

अधियोजन के पूर्व प्रायः साक्षात्कार होता है।
अधियोजन

ଅର୍ଥ : ନିଯୁକ୍ତ କରିବା ବା ହେବାର କ୍ରିୟା ବା ଭାବ

ଉଦାହରଣ : ଶ୍ୟାମର ନିଯୁକ୍ତି ନୌସେନାରେ ନାବିକ ପଦରେ ହୋଇଛି

ସମକକ୍ଷ : ନିୟୋଜନ, ମୁକରରୀ

नियुक्त करने या होने की क्रिया या भाव।

श्याम की नियुक्ति नौ सेना में नाविक के पद पर हुई है।
अपाइंटमेंट, अपाइन्टमेन्ट, अपॉइंटमेंट, अपॉइन्टमेन्ट, तैनाती, नियुक्ति, नियोग, नियोजन, मुकर्ररी

The act of putting a person into a non-elective position.

The appointment had to be approved by the whole committee.
appointment, assignment, designation, naming

ଅର୍ଥ : ସେନା, ଚାକିରୀ ଆଦିରେ ପ୍ରବେଶ କରିବା ବା ଭର୍ତ୍ତି ହେବାର କ୍ରିୟା

ଉଦାହରଣ : ସେନାବାହିନୀରେ ଏବେ ନିଯୁକ୍ତି ହେଉନାହିଁ

ସମକକ୍ଷ : ରିକ୍ରୁଟ୍‌ମେଣ୍ଟ

सेना, नौकरी आदि में प्रवेश मिलने या लिए जाने की क्रिया।

सेना में अभी भरती नहीं हो रही है।
भरती, भर्ती, रिक्रूटमंट, रिक्रूटमन्ट, रिक्रूटमेंट, रिक्रूटमेन्ट, रिक्रूट्मंट, रिक्रूट्मन्ट, रिक्रूट्मेंट, रिक्रूट्मेन्ट

The act of getting recruits. Enlisting people for the army (or for a job or a cause etc.).

enlisting, recruitment