ଅର୍ଥ : ନମ୍ରତାପୂର୍ବକ କାହାକୁ କିଛି କହିବା
ଉଦାହରଣ :
ମୁଁ ଆପଣଙ୍କୁ ନିବେଦନ କରୁଛି ଯେ ମୋତେ ଘରକୁ ଯିବାକୁ ଦିଅନ୍ତୁ
ସମକକ୍ଷ : ଅନୁନୟ କରିବା, ଅନୁରୋଧ କରିବା, ପ୍ରାର୍ଥନା କରିବା, ବିନତୀ କରିବା, ବିନୟ କରିବା
ଅର୍ଥ : ଅତ୍ୟାଚାର,ଦୁଃଖଆଦିରୁ ରକ୍ଷା ନିମନ୍ତେ ଡାକ ପକାଇବା
ଉଦାହରଣ :
ସେ ନିଜ ଦଣ୍ଡ କମ୍ କରିବା ନିମନ୍ତେ ରାଷ୍ଟ୍ରପତିଙ୍କୁ ଗୁହାରି କଲା
ସମକକ୍ଷ : ଅପିଲ୍ କରିବା, ଗୁହାରି କରିବା