ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିନ୍ଦା କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିନ୍ଦା କରିବା   କ୍ରିୟାପଦ

ଅର୍ଥ : ହସିକି କାହାର ଦୋଷ ବାହାର କରିବା ବା ତାହାର ନିନ୍ଦା କରିବା

ଉଦାହରଣ : ରାମୁ ସବୁବେଳେ ଅନ୍ୟମାନଙ୍କୁ ଉପହାସ କରେ

ସମକକ୍ଷ : ଉପହାସ କରିବା, ଦୋଷ ବାହାର କରିବା, ହସି ଉଡ଼ାଇବା

हँसते हुए किसी को निन्दित ठहराना या उसकी बुराई करना।

रामू हमेशा दूसरों का उपहास करता है।
उपहास करना, खिल्ली उड़ाना, मज़ाक उड़ाना, हँसी उड़ाना

Subject to laughter or ridicule.

The satirists ridiculed the plans for a new opera house.
The students poked fun at the inexperienced teacher.
His former students roasted the professor at his 60th birthday.
blackguard, guy, jest at, laugh at, make fun, poke fun, rib, ridicule, roast

ଅର୍ଥ : ବେଇଜ୍ଜତ କରିବା

ଉଦାହରଣ : ସେ ତା ଶଳାକୁ ବହୁତ ଗାଳି ଦେଲା

ସମକକ୍ଷ : ଅପମାନ କରିବା, ଗାଳି ଦେବା, ବେଜିତ୍ କରିବା

बेइज्जती करना।

उसने अपने साले को बहुत लताड़ा।
लताड़ना, लथाड़ना

Treat, mention, or speak to rudely.

He insulted her with his rude remarks.
The student who had betrayed his classmate was dissed by everyone.
affront, diss, insult