ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଦୁଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଦୁଆ   ବିଶେଷଣ

ଅର୍ଥ : ନିଦରେ ଘୁମାଉଥିବା

ଉଦାହରଣ : ନିଦ ମଳମଳ ଲୋକଟି ବାରମ୍ବାର ପାଣିରେ ତା ଆଖି ଧୋଉଥିଲା

ସମକକ୍ଷ : ତନ୍ଦ୍ରାଳୁ, ତନ୍ଦ୍ରାଶୀଳ, ନିଦ ମଳମଳ

ऊँघता हुआ।

उनींदा व्यक्ति बार-बार अपनी आँखों को पानी से धो रहा था।
उनींदा, तंद्रालु, तंद्रित, निंदासा

Ready to fall asleep.

Beginning to feel sleepy.
A sleepy-eyed child with drooping eyelids.
Sleepyheaded students.
sleepy, sleepy-eyed, sleepyheaded

ଅର୍ଥ : ଯାହାକୁ ନିଦ ଆସୁଛି

ଉଦାହରଣ : ସୀତା ନିଦୁଆ ପିଲାକୁ ଖଟ ଉପରେ ଶୁଆଇ ବିଞ୍ଚଣାରେ ବିଞ୍ଚୁଛି

ସମକକ୍ଷ : ନିଦ୍ରାଗ୍ରସ୍ତ, ନିଦ୍ରାଳୁ, ନିଦ୍ରାଶୀଳ

जिसे नींद आ रही हो या जिसकी आँखें नींद से भरी हों।

सीता निद्रालु बच्चे को खाट पर सुलाकर पंखा झलने लगी।
निद्राग्रस्त, निद्रातुर, निद्रालु, निद्राशील, स्नालु, स्वप्नशील, स्वप्नालु

Ready to fall asleep.

Beginning to feel sleepy.
A sleepy-eyed child with drooping eyelids.
Sleepyheaded students.
sleepy, sleepy-eyed, sleepyheaded