ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିକୁମ୍ଭ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିକୁମ୍ଭ   ବିଶେଷ୍ୟ

ଅର୍ଥ : କୁମ୍ଭକର୍ଣ୍ଣଙ୍କର ଜଣେ ପୁତ୍ର

ଉଦାହରଣ : ହନୁମାନ ନିକୁମ୍ଭକୁ ବଧ କରିଥିଲେ

ସମକକ୍ଷ : ନିକୁଂଭ

कुम्भकरण का एक पुत्र।

निकुंभ का वध हनुमान ने किया था।
निकुंभ, निकुम्भ

ଅର୍ଥ : ଜଣେ ଅସୁର ରାଜା

ଉଦାହରଣ : ନିକୁମ୍ଭ କୃଷ୍ଣଙ୍କ ହାତରେ ମରିଥିଲେ

ସମକକ୍ଷ : ନିକୁଂଭ

एक असुर राजा।

निकुंभ श्रीकृष्ण के हाथों मारा गया था।
निकुंभ, निकुम्भ

ଅର୍ଥ : ଶିବଙ୍କ ଜଣେ ଅନୁଚର

ଉଦାହରଣ : ଶିବପୁରାଣରେ ନିକୁମ୍ଭଙ୍କର ବର୍ଣ୍ଣନା ମିଳେ

ସମକକ୍ଷ : ନିକୁଂଭ

शिव का एक अनुचर।

निकुंभ का वर्णन शिवपुराण में मिलता है।
निकुंभ, निकुम्भ

An imaginary being of myth or fable.

mythical being

ଅର୍ଥ : ସୁନ୍ଦ ଏବଂ ଉପସୁନ୍ଦଙ୍କ ପିତା

ଉଦାହରଣ : ନିକୁମ୍ଭ ଜଣେ ପ୍ରତାପୀ ରାଜା ଥିଲା

ସମକକ୍ଷ : ନିକୁଂଭ

सुंद और उपसुंद का पिता।

निकुंभ एक प्रतापी राजा था।
निकुंभ, निकुम्भ