ଅର୍ଥ : ସାମୂହିକ ସୁରକ୍ଷା ନିମନ୍ତେ ବ୍ୟବସ୍ଥା ତିଆରି କରିଥିବା ଗୋଟିଏ ସଂଗଠନ ଯାହାର ନିୟମାନୁସାରେ ସଦସ୍ୟରାଜ୍ୟଗୁଡିକ ବର୍ହିଆକ୍ରମଣ ସମୟରେ ସହଯୋଗ କରିବା ପାଇଁ ରାଜି ହେବେ
ଉଦାହରଣ :
ବେଲେଜିୟମର ରାଜଧାନୀ ବ୍ରୁସେଲ ଠାରେ ନାଟୋର ମୁଖ୍ୟାଳୟ ଅବସ୍ଥିତ
ସମକକ୍ଷ : ନର୍ଥ ଏଟଲାଣ୍ଟିକ ଟ୍ରିଟି ଅର୍ଗାନାଇଜେସନ୍