ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନର୍ଥ ଏଟଲାଣ୍ଟିକ ଟ୍ରିଟି ଅର୍ଗାନାଇଜେସନ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ସାମୂହିକ ସୁରକ୍ଷା ନିମନ୍ତେ ବ୍ୟବସ୍ଥା ତିଆରି କରିଥିବା ଗୋଟିଏ ସଂଗଠନ ଯାହାର ନିୟମାନୁସାରେ ସଦସ୍ୟରାଜ୍ୟଗୁଡିକ ବର୍ହିଆକ୍ରମଣ ସମୟରେ ସହଯୋଗ କରିବା ପାଇଁ ରାଜି ହେବେ

ଉଦାହରଣ : ବେଲେଜିୟମର ରାଜଧାନୀ ବ୍ରୁସେଲ ଠାରେ ନାଟୋର ମୁଖ୍ୟାଳୟ ଅବସ୍ଥିତ

ସମକକ୍ଷ : ନାଟୋ

चार अप्रैल उन्नीस सौ उनचास को स्थापित एक संगठन जिसने सामूहिक सुरक्षा की व्यवस्था बनाई है जिसके तहत सदस्य राज्य बाहरी हमले की स्थिति में सहयोग करने के लिए सहमत होंगे।

नाटो का मुख्यालय बेल्जियम की राजधानी ब्रुसेल्स में है।
उत्तर अटलांटिक संगठन, द नार्थ अटलांटिक एलायंस, द नॉर्थ एटलांटिक एलायंस, नाटो, नार्थ अटलांटिक ट्रीटी ऑर्गेनाइजेशन, नेटो, नैटो, नॉर्थ एटलांटिक ट्रीटी ऑर्गेनाइजेशन

An international organization created in 1949 by the North Atlantic Treaty for purposes of collective security.

nato, north atlantic treaty organization