ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନାଗେଶ୍ୱର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନାଗେଶ୍ୱର   ବିଶେଷ୍ୟ

ଅର୍ଥ : ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ଯେଉଁଟି ମହାରାଷ୍ଟ୍ର ରାଜ୍ୟର ପରଭଣି ଜିଲ୍ଲାରେ ଅବସ୍ଥିତ

ଉଦାହରଣ : ବିଶ୍ୱାସ କରାଯାଏ ଯେ ନାଗେଶ୍ୱରଙ୍କ ଦର୍ଶନମାତ୍ରେ ସମସ୍ତ ପ୍ରକାର ବିଷରୁ ରକ୍ଷା ମିଳେ

ସମକକ୍ଷ : ନାଗେଶ୍ୱରନାଥ

बारह ज्योतिर्लिंगों में से एक जो महाराष्ट्र राज्य के परभणी जिले में स्थित है।

ऐसा माना जाता है कि नागेश्वर के दर्शन मात्र से हर प्रकार के विष से रक्षा होती है।
नागेश्वर, नागेश्वरनाथ, नागेश्वरम्

ଅର୍ଥ : ଇନ୍ଦ୍ରଙ୍କ ହାତୀ ଯେ ପୂର୍ବ ଦିଗର ଦିଗ୍ଗଜ

ଉଦାହରଣ : ସମୁଦ୍ର ମନ୍ଥନରୁ ଐରାବତ ମଧ୍ୟ ବାହାରିଥିଲା

ସମକକ୍ଷ : ଇନ୍ଦ୍ରବାହ, ଐରାବତ, କରୀଂଦ୍ର, କରୀନ୍ଦ୍ର, ଗଜେଂଦ୍ର, ଗଜେନ୍ଦ୍ର, ନାଗାଧିପ, ନାଗେଂଦ୍ର, ନାଗେନ୍ଦ୍ର, ଶ୍ୱେତକୁଂଜର, ଶ୍ୱେତକୁଞ୍ଜର, ଶ୍ୱେତହସ୍ତୀ

An imaginary being of myth or fable.

mythical being