ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନାଗା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନାଗା   ବିଶେଷ୍ୟ

ଅର୍ଥ : ଆସାମର ପୂର୍ବରେ ଅବସ୍ଥିତ ନାଗାଲାଣ୍ଡରେ ରହୁଥିବା ଜନଜାତି

ଉଦାହରଣ : ନାଗାମାନେ ବିଦ୍ରୋହ କରିଛନ୍ତି

ସମକକ୍ଷ : ନାଗା ଜନଜାତି

भारत के पूर्वोत्तर राज्य नागालैंड में बसने वाली जनजाति।

नागाओं की लोक संस्कृति रोचक है।
नागा, नागा जनजाति

A social division of (usually preliterate) people.

folk, tribe

ଅର୍ଥ : ବସ୍ତ୍ର ଧାରଣ କରୁ ନ ଥିବା ଶୈବ ସଂପ୍ରଦାୟର ଏକ ପ୍ରକାର ସାଧୁ

ଉଦାହରଣ : ପୀଥମପୁର୍ ମେଳାରେ ନାଗାସାଧୁମାନଙ୍କର ଏକ ଶୋଭାଯାତ୍ରା ବାହାରିଥିଲା

ସମକକ୍ଷ : ନାଗାସାଧୁ

शैव संप्रदाय के वे साधु जो वस्त्र धारण नहीं करते।

पीथमपूर के मेले में नागाओं की बारात निकलती है।
नग्न साधु, नाँगा, नांगा, नागा, नागा साधु

ଅର୍ଥ : ହିମାଳୟରେ ରହୁଥିବା ଗୋଟିଏ ପ୍ରାଚୀନ ଜାତି

ଉଦାହରଣ : ହିମାଳୟ ହିଁ ନାଗାମାନଙ୍କର ବାସସ୍ଥାନ

ସମକକ୍ଷ : ନାଗାଜାତି

हिमालय में रहनेवाली एक प्राचीन जाति।

हिमालय ही नाग जाति के लोगों का निवास स्थान है।
नाग, नाग जाति

(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).

jati