ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନାଗମାତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନାଗମାତା   ବିଶେଷ୍ୟ

ଅର୍ଥ : ରାମାୟଣରେ ବର୍ଣ୍ଣିତ ଯେଉଁ ନାଗମାତା ହନୁମାନଙ୍କୁ ସମୁଦ୍ର ପାରି କରିବା ସମୟରେ ପରୀକ୍ଷା କରିଥିଲେ

ଉଦାହରଣ : ହନୁମାନଙ୍କୁ ପରୀକ୍ଷା କରିବାପାଇଁ ଦେବତାମାନେ ସୁରସାକୁ ପଠାଇଥିଲେ

ସମକକ୍ଷ : ସୁରସା

रामायण में वर्णित एक नाग माता जिसने समुद्र पार करते समय हनुमान की परीक्षा ली थी।

हनुमानजी की परीक्षा लेने के लिए देवताओं ने सुरसा को भेजा था।
नागमाता, सुरसा

An imaginary being of myth or fable.

mythical being

ଅର୍ଥ : କଶ୍ୟପ ଋଷିଙ୍କ ଯେଉଁ ପତ୍ନୀ ନାଗମାନଙ୍କ ମାତା ଥିଲେ

ଉଦାହରଣ : କଦ୍ରୁ ଦକ୍ଷ ପ୍ରଜାପତିଙ୍କ କନ୍ୟା ଓ ବିନତାଙ୍କ ଭଉଣୀ ଥିଲେ

ସମକକ୍ଷ : କଦ୍ରୁ

कश्यप ऋषि की एक पत्नी जो नागों की माता थीं।

कद्रू दक्ष प्रजापति की कन्या और विनता की बहन थी।
कद्रू, नागमाता

An imaginary being of myth or fable.

mythical being