ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନବରତ୍ନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନବରତ୍ନ   ବିଶେଷ୍ୟ

ଅର୍ଥ : ମୋତି, ମର୍କତମଣି, ମାଣିକ, ଗୋମେଦ, ହୀରା, ପ୍ରବାଳ, ବୈଦୁର୍ଯ୍ୟମଣି, ପୁଷ୍ପରାଗ ଓ ନୀଳା-ଏହି ନଅଟି ରତ୍ନ

ଉଦାହରଣ : ସେ ଗ୍ରହବାଧା ଦୂର କରିବାପାଇଁ ନବରତ୍ନର ମୁଦି ପିନ୍ଧିଛି

ସମକକ୍ଷ : ନ ରତ୍ନ

मोती, पन्ना, माणिक, गोमेद, हीरा, मूँगा, लहसुनियाँ, पुष्यराज और नीलम - ये नौ रत्न।

वह ग्रह बाधा दूर करने के लिए नवरत्न की अँगूठी पहनता है।
नवरतन, नवरत्न, नौ रत्न, नौरत्न

A precious or semiprecious stone incorporated into a piece of jewelry.

gem, jewel, precious stone

ଅର୍ଥ : ନଅଟି ମସଲାରୁ ତିଆରି କରାଯାଉଥିବା ଏକ ପ୍ରକାର ଚଟଣୀ

ଉଦାହରଣ : ନବରତ୍ନ ଖାଇବାକୁ ବଡ଼ ସ୍ୱାଦିଷ୍ଟ

नौ मसालों के योग से बनी एक चटनी।

नवरत्न चटनी खाने में बड़ी ही स्वादिष्ट होती है।
नवरतन, नवरतन चटनी, नवरत्न, नवरत्न चटनी, नौरतन, नौरतन चटनी

ଅର୍ଥ : ପ୍ରାଚୀନ କାଳରେ କୌଣସି କୌଣସି ରାଜା ମହାରାଜାଙ୍କ ସଭାରେ ରହୁଥିବା ନଅ ଜଣ ବିଦ୍ୱାନ

ଉଦାହରଣ : ବିକ୍ରମାଦିତ୍ୟଙ୍କ ନବରତ୍ନ ମଧ୍ୟରେ କାଳିଦାସ ଜଣେ ଥିଲେ

वे नौ विद्वान जो प्राचीन काल में किसी-किसी राजा-महाराजा की सभा में रहते थे।

कालिदास विक्रमादित्य के नवरत्नों में से एक थे।
नवरतन, नवरत्न, नौ रत्न, नौरत्न

A person with special knowledge or ability who performs skillfully.

expert