ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନପୁଂସକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନପୁଂସକ   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟକ୍ତିଠାରେ ସ୍ତ୍ରୀ ସମ୍ଭୋଗ ଶକ୍ତି ନାହିଁ ବା ବହୁତ କମ୍ ଅଛି

ଉଦାହରଣ : ସେ ଝିଅର ବିବାହ ଜଣେ ନପୁଂସକ ସାଥିରେ ହୋଇଗଲା

ସମକକ୍ଷ : ଅଣପୁରୁଷା, ହିଂଜଡ଼ା, ହିଞ୍ଜଡ଼ା

वह जिसमें स्त्री संभोग की शक्ति न हो या बहुत कम हो।

उसकी शादी एक नामर्द से कर दी गई।
अक्षतवीर्य, इत्वर, नपुंसक, नामर्द, शंड, षंड, षण्ड, हिंजड़ा, हिजड़ा, हींजड़ा, हीजड़ा

A man who has been castrated and is incapable of reproduction.

Eunuchs guarded the harem.
castrate, eunuch

ନପୁଂସକ   ବିଶେଷଣ

ଅର୍ଥ : ଯାହାଠାରେ ସ୍ତ୍ରୀ ସଂଭୋଗର ଶକ୍ତି ନାହିଁ ବା ଖୁବ୍‌ କମ୍‌

ଉଦାହରଣ : ନପୁଂସକ ପୁରୁଷ ସନ୍ତାନ ଉତ୍ପନ୍ନ କରିବାରେ ଅସମର୍ଥ

ସମକକ୍ଷ : ପୌରୁଷହୀନ, ବୀର୍ଯ୍ୟହୀନ

जिसमें स्त्री संभोग की शक्ति न हो या बहुत कम हो।

नामर्द पुरुष संतान उत्पन्न करने में असमर्थ होते हैं।
अपुरुष, अपौरुष, अबीज, अवीज, नपुंसक, नरम, नर्म, नामर्द, पुरषत्वहीन, पौरुषहीन, वीर्यरहित, वीर्यहीन, शंड, शुक्रहीन

(of a male) unable to copulate.

impotent