ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନକବଇଁଶୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନକବଇଁଶୀ   ବିଶେଷ୍ୟ

ଅର୍ଥ : ନାକରେ ବଜାଯାଉଥିବା ଗୋଟିଏ ପ୍ରକାର ବଂଶୀ ଯାହା ଏସିଆର କେତେକ ଦେଶରେ ବଜାଯାଇଥାଏ

ଉଦାହରଣ : ସେ ନକବଂଶୀ ବଜାଇବାରେ ନିପୁଣ

ସମକକ୍ଷ : ନକବଂଶୀ

नाक से बजायी जाने वाली एक प्रकार की बाँसुरी जो कुछ एशियाई देशों में बजायी जाती है।

वह नकवंशी बजाने में निपुण है।
नक बाँसुरी, नकबंसी, नकवंशी

A high-pitched woodwind instrument. A slender tube closed at one end with finger holes on one end and an opening near the closed end across which the breath is blown.

flute, transverse flute