ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧ୍ୱଜାଧାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧ୍ୱଜାଧାରୀ   ବିଶେଷ୍ୟ

ଅର୍ଥ : ରାଜା, ସୈନଦଳ ବା ଗୋଷ୍ଠୀ ଆଦିର ଆଗରେ ପତାକା ଧରି ଚାଲୁଥିବା ବ୍ୟକ୍ତି

ଉଦାହରଣ : ଧ୍ୱଜାଧାରୀ ପତାକା ଧରି ସୈନ୍ୟଦଳର ଆଗେଆଗେ ଚାଲୁଛି

ସମକକ୍ଷ : ଝଣ୍ଡାଧାରୀ, ନିଶାଣଧାରୀ, ପତାକାଧାରୀ

वह जो किसी राजा, सेना या दल आदि के आगे झंडा लेकर चलता हो।

निशानबरदार सेना के आगे-आगे झंडों को लहराते हुए चल रहे हैं।
निशानची, निशानबरदार

The soldier who carries the standard of the unit in military parades or in battle.

color bearer, standard-bearer

ଧ୍ୱଜାଧାରୀ   ବିଶେଷଣ

ଅର୍ଥ : ଯେଉଁ ସୈନ୍ୟ ପତାକା ଧରନ୍ତି ବା ଯାହାଙ୍କ ପାଖରେ ପତାକା ଥାଏ

ଉଦାହରଣ : କେତେକ ଧ୍ୱଜାଧାରୀ ସୈନିକ ସେନାର ଆଗେଆଗେ ଚାଲୁଥିଲେ

ସମକକ୍ଷ : ଧ୍ୱଜୀ

ध्वज रखनेवाला या जिसके पास ध्वज हो।

कुछ ध्वजी सैनिक सेना के आगे-आगे चल रहे थे।
ध्वजी