ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧୂଆଁ ପତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧୂଆଁ ପତ୍ର   ବିଶେଷ୍ୟ

ଅର୍ଥ : ଏକ ପ୍ରକାର ଗଛ ଯାହାର ପତ୍ର ଅନେକ ପ୍ରକାର ନିଶା ଜାତୀୟ ଦ୍ରବ୍ୟ ରୂପରେ ବ୍ୟବହାର କରାଯାଏ

ଉଦାହରଣ : ସେ ତମ୍ବାଖୁ ଚାଷ କରେ

ସମକକ୍ଷ : ତମ୍ବାଖୁ

एक पौधा जिसके पत्ते अनेक रूपों में नशे के लिए काम में लाए जाते हैं।

वह तंबाकू की खेती करता है।
तंबाकू, तंबाखू, तमाकू, तमाखू, तम्बाकू, तम्बाखू, श्रीमलापहा

Aromatic annual or perennial herbs and shrubs.

tobacco, tobacco plant

ଅର୍ଥ : ଏକ ପ୍ରକାର ତମ୍ବାଖୁରେ ବ୍ୟବହୃତ ଶୁଖିଲା ପତ୍ର ଯାହାକୁ ବିଡ଼ି, ସିଗାରେଟଆଦିରେ ଭର୍ତ୍ତିକରି ପିଆଯାଏ କିମ୍ବା ଯାହାକୁ ଚୂନ ସହିତ ଖିଆଯାଏ

ଉଦାହରଣ : ସେ ତମ୍ବାଖୁ ସେବନ କରୁଛି

ସମକକ୍ଷ : ତମ୍ବାଖୁ

बीड़ी, सिगरेट आदि में भरकर पिया जाने वाला या यों ही चूने के साथ खाया जाने वाला तंबाकू का सुखाया हुआ पत्ता।

वह सुरती खा रहा है।
तंबाकू, तंबाखू, तमाकू, तमाखू, तम्बाकू, तम्बाखू, श्रीमलापहा, सुरती

Leaves of the tobacco plant dried and prepared for smoking or ingestion.

baccy, tobacco