ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତମ୍ବାଖୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତମ୍ବାଖୁ   ବିଶେଷ୍ୟ

ଅର୍ଥ : ଧୂଆଁପତ୍ରରୁ ତିଆରି ଏକ ବିଶେଷ ପ୍ରକାରର ପଦାର୍ଥ ଯାହାକୁ ଚିଲମରେ ଭରିବାପରେ ନିଆଁ ଲଗାଇ ଟଣାଯାଏ

ଉଦାହରଣ : ତମ୍ବାଖୁ ସେବନ କରିବା ସ୍ୱାସ୍ଥ୍ୟପାଇଁ କ୍ଷତିକାରକ

सुरती के पत्तों से बना एक विशेष प्रकार का कुछ गीला पदार्थ जिसे चिलम पर रख और सुलगाकर उसका धुआँ पीते हैं।

तंबाकू पीना स्वास्थ्य के लिए हानिकारक है।
तंबाकू, तंबाखू, तमाकू, तमाखू, तम्बाकू, तम्बाखू, श्रीमलापहा

Leaves of the tobacco plant dried and prepared for smoking or ingestion.

baccy, tobacco

ଅର୍ଥ : ଏକ ପ୍ରକାର ଗଛ ଯାହାର ପତ୍ର ଅନେକ ପ୍ରକାର ନିଶା ଜାତୀୟ ଦ୍ରବ୍ୟ ରୂପରେ ବ୍ୟବହାର କରାଯାଏ

ଉଦାହରଣ : ସେ ତମ୍ବାଖୁ ଚାଷ କରେ

ସମକକ୍ଷ : ଧୂଆଁ ପତ୍ର

एक पौधा जिसके पत्ते अनेक रूपों में नशे के लिए काम में लाए जाते हैं।

वह तंबाकू की खेती करता है।
तंबाकू, तंबाखू, तमाकू, तमाखू, तम्बाकू, तम्बाखू, श्रीमलापहा

Aromatic annual or perennial herbs and shrubs.

tobacco, tobacco plant

ଅର୍ଥ : ଏକ ପ୍ରକାର ତମ୍ବାଖୁରେ ବ୍ୟବହୃତ ଶୁଖିଲା ପତ୍ର ଯାହାକୁ ବିଡ଼ି, ସିଗାରେଟଆଦିରେ ଭର୍ତ୍ତିକରି ପିଆଯାଏ କିମ୍ବା ଯାହାକୁ ଚୂନ ସହିତ ଖିଆଯାଏ

ଉଦାହରଣ : ସେ ତମ୍ବାଖୁ ସେବନ କରୁଛି

ସମକକ୍ଷ : ଧୂଆଁ ପତ୍ର

बीड़ी, सिगरेट आदि में भरकर पिया जाने वाला या यों ही चूने के साथ खाया जाने वाला तंबाकू का सुखाया हुआ पत्ता।

वह सुरती खा रहा है।
तंबाकू, तंबाखू, तमाकू, तमाखू, तम्बाकू, तम्बाखू, श्रीमलापहा, सुरती

Leaves of the tobacco plant dried and prepared for smoking or ingestion.

baccy, tobacco